Jump to content

ଘନାତ୍ୟୟ

ଉଇକିଅଭିଧାନ‌ରୁ

ଘନାତ୍ୟୟ

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘନ+ଅତ୍ୟୟ=ନାଶ)

[ସମ୍ପାଦନା]
୧. ମେଘାପଗମ; ଘୋଟିଥିବା ମେଘ ଛାଡ଼ିଯିବା — ୧. The clearing of clouds.
୨. ଶରତ୍ କାଳ —୨. Autumn.