ଘନାୟମାନ

ଉଇକିଅଭିଧାନ‌ରୁ

ଘନାୟମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷଣ - (ଘନ ଶବ୍ଦରୁ ନାମ ଧାତୁ ଘନାୟ+କର୍ତ୍ତ. ଆନ)[ସମ୍ପାଦନା]

୧. ଯାହାର ଘନ ହୋଇ ଆସୁଅଛି — ୧. Deepening; thickening.
୨. ସଂଖ୍ୟାରେ ବୃଦ୍ଧି ପାଉଥିବା — ୨. Increasing in number.