Jump to content

ଘନୀକୃତ

ଉଇକିଅଭିଧାନ‌ରୁ

ଘନୀକୃତ

ଉଚ୍ଚାରଣ

[ସମ୍ପାଦନା]
(file)

(ଘନୀକରଣ—ବି)

ସଂସ୍କୃତ - ବିଶେଷଣ - [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+କୃତ]

[ସମ୍ପାଦନା]
୧. ଯାହାକୁ ଘନ କରାଯାଇ ଅଛି — ୧. Thickened; densified; made compact; condensed.
୨. ଦୃଢ଼ୀକୃତ —୨. Hardened.