ଘନ୍ଘାର

ଉଇକିଅଭିଧାନ‌ରୁ

ଘନ୍ଘାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ସଂସ୍କୃତ - ଘନ+ଘୋର)[ସମ୍ପାଦନା]

ଅଗନାଗ୍ନି; ଘନ; ନିବିଡ଼ (ବନ) —Very dense (forest).

କ୍ରି.ବିଶେଷଣ -[ସମ୍ପାଦନା]

ନିବିଡ଼ରୂପେ —Densely.