Jump to content

ଘମଡ଼ିଆ

ଉଇକିଅଭିଧାନ‌ରୁ

ଘମଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
(file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ତୁଳ. ହିନ୍ଦୀ - ଘମଂଡୀ=ଗର୍ବୀ)

[ସମ୍ପାଦନା]
୧. ବଗୁଲିଆ; ବଦ୍ମାସ୍; ଦୁଷ୍ଟ —୧. Wicked.
୨. ଗର୍ବୀ —୨. Arrogant; proud.