ଘରଆଡ଼ ଭାଇ
(ବ୍ୟଙ୍ଗ) ଶାଳକ —(Witticism) Wife's brother; brother-in-law.
ସରକାରଲୋକ ହୋଇଥିଲେ ତା ଘରଆଡ଼ଭାଇ ଲେଖା କରି ଡାକନ୍ତା ଫକୀରମୋହନ. ଛମାଣଆଠଗୁଣ୍ଠ