Jump to content

ଘରଢିଙ୍କି

ଉଇକିଅଭିଧାନ‌ରୁ

ଘରଢିଙ୍କି

ଉଚ୍ଚାରଣ

[ସମ୍ପାଦନା]
(file)
୧. ପାରିବାରିକ ବ୍ୟବହାର ନିମନ୍ତେ ଘରେ ରଖା ଯାଇଥିବା ଧାନଚାଉଳ ଆଦି କୁଟିବାର ଯନ୍ତ୍ର — ୧. The husking jack (machine) belonging to one's own house.
୨. (ଲକ୍ଷଣାର୍ଥ) ଘରର ଲୋକ — ୨. (figurative) A member of one's own family;

ଘରଢିଙ୍କି କିମ୍ଭୀର ହେବା ନ୍ୟାୟ—ଢଗ