ଘରନିଆଁ
ଦେଖଣା
ଘରନିଆଁ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘରନିଆଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୃହମଧ୍ୟସ୍ଥ ଅଗ୍ନି — ୧. Fire in the house.
- ୨. ଗୃହରେ ଜାତ ହୋଇଥିବା ଅଗ୍ନି — ୨. Fire originating from one's house.
- ୩. ଗୃହଚ୍ଛିଦ୍ର —୩. Family-secrets.
ଘରନିଆଁ ବୋଲି ଅଣ୍ଟିରେ ପୂରାଇବା—ଢଗ