Jump to content

ଘରବାଡ଼ି

ଉଇକିଅଭିଧାନ‌ରୁ

ଘରବାଡ଼ି

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସହଚର)

[ସମ୍ପାଦନା]
୧. ଘର ଓ ବାଡ଼ି — ୧. House and its adjacent garden.
୨. ଘରତଳି ଜମି ଓ ତହିଁ ସଂଲଗ୍ନ ଜମି, ବାସ୍ତୁ; ଘରର ହତା ମଧ୍ୟସ୍ଥ ସମସ୍ତ ଜମି —୨. Homestead the whole land comprised in the compound of a man's residence.