ଘରବାହାର ହେବା
ଦେଖଣା
ଘରବାହାର ହେବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ପ୍ରତ୍ୟାଶିତ ପ୍ରିୟଜନର ଆଗମନ ବା ଘଟଣା ଘଟିବାର ଅପେକ୍ଷାରେ (କୌଣସି ବ୍ୟକ୍ତି) ଏ କ୍ଷଣରେ ଘରୁ ବାହାରକୁ ଆସୁଥିବା ଓ ଅନ୍ୟକ୍ଷଣରେ ବାହାରୁ ଘରକୁ ଯାଉଥିବା — To repeatedly come out of and go into the house alternately (being restless) in anticipation of an expected person arriving or on expected event happening.