Jump to content

ଘରଭଙ୍ଗା

ଉଇକିଅଭିଧାନ‌ରୁ

ଘରଭଙ୍ଗା

ଉଚ୍ଚାରଣ

[ସମ୍ପାଦନା]
(file)
(ଘରଭଙ୍ଗେଈ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଘର+ ଭଞ୍ଜକ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଅନ୍ୟର ପରିବାରରେ ଅନିଷ୍ଟ ବା ବିବାଦ ଜାତ କରାଏ — ୧. Causing rupture in a family.
୨. ଯେଉଁ ବ୍ୟ୍କିତ ଏକାନ୍ନବର୍ତ୍ତୀ ପରିବାରକୁ ପୃଥକାନ୍ମ କରାଏ —୩. Causing separation amonst the members of a joint family.
୩. ଯେଉଁ ବ୍ୟକ୍ତି ଅନ୍ୟ ପରିବାରକୁ ଉତ୍ସନ୍ନ ବା କଳଙ୍କିତ କରେ —୩. Causing ruin or scandal to a family.