Jump to content

ଘରସାଜ

ଉଇକିଅଭିଧାନ‌ରୁ

ଘରସାଜ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - (ସଂସ୍କୃତ - ଘର+ ସଜ୍ଜା)

[ସମ୍ପାଦନା]

ଘରର ଯାବତୀୟ ଉପକରଣ ବା ଅସ୍ୱାବ୍ ଚଉକି, ବେଞ୍ଚ, ସିନ୍ଦୁକ, ପେଡ଼ି,ପେଟରା ଇତ୍ୟାଦି) — Household furnitures.