Jump to content

ଘର୍ଘରା

ଉଇକିଅଭିଧାନ‌ରୁ

ଘର୍ଘରା

ଉଚ୍ଚାରଣ

[ସମ୍ପାଦନା]
(file)

ବିଶେଷ୍ୟ - ସ୍ତ୍ରୀ—(ଘର୍ଘର+ ସ୍ତ୍ରୀ; ଆ)

[ସମ୍ପାଦନା]
୧. ଗଙ୍ଗାର ଉପମଦୀବିଶେଷ; ସରଯୁ ନଦୀ —୧. The river Gogra; a tributary of the ganges.

[ଦ୍ରଷ୍ଟବ୍ୟ —ଏହା ହିମାଳୟରୁ ବାହାରି ଅଯୋଧ୍ୟା ବାଟେ ଗଙ୍ଗାରେ ମିଶି ଅଛି]

୨. ଘର୍ଘରିକା (ଦେଖ) - ୨. Ghargharikā (See)
୩. ଗଙ୍ଗାନଦୀ —୩. The Ganges.