ଘର୍ଘରିକା
ଦେଖଣା
ଘର୍ଘରିକା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ବିଶେଷ୍ୟ - ସ୍ତ୍ରୀ (ଘର୍ଘର+ କ+ ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଘାଗୁଡ଼ି; ଘୁଙ୍ଗୁର — ୧. A rattling or tinkling ornament (consisting of small bells) worn round the ankle or waist.
- ୨. ଅଳଂକାରରୂପେ ବ୍ୟବହୃତ ଘଣ୍ଟି — ୨. Bell-shaped ornament.
ଘନ ଘନ କଟି ତଳେ ବାଜେ ଘର୍ଘରିକା—ରାଧାନାଥ ମହାଯାତ୍ରା
- ୩. ଘୁଙ୍ଗୁରଲଗା ଅଣ୍ଟାସୂତା — ୩. A girdle of small bells.
- ୪. ବାଦ୍ୟଯନ୍ତ୍ରବିଶେ; ଧୁଡ଼ୁକୀ —୪. A musical instrument, producing a rattling sound.
- ୫. ବୀଣାବିଶେଷ —୫. A kind of lute.
- ୬. ଖଇ; ଲିଆ —୬. fried paddy.
- ୭. ନଦୀବିଶେଷ; ଘର୍ଘରା —୭. Name of a river; the Gogra.