ଘର୍ଘରିବା
=== ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ଘର୍ଘର)
ଘର୍ଘର୍ ହେବା; ଘଡ଼ଘଡ଼୍ ଶବ୍ଦ କରିବା — To make a rattling sound; to rattle.
ଘର୍ଘରି ଘୂରଇ ଚକ୍ର ଜଗାରି ଅନଳ—ରାଧାନାଥ. ବେଣୀସଂହାର