ଘର୍ମ
ଦେଖଣା
ଘର୍ମ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘୃ ଧାତୁ= କ୍ଷରିବା+ କର୍ତ୍ତୃ. ମ)
[ସମ୍ପାଦନା]- ୧. ସ୍ୱେଦ; ଝାଳ — ୧. Sweat; perspiration.
- ୨. ବଡ଼ହଣ୍ଡା; ଗଙ୍ଗାଳ —୨. Cauldron; boiler.
- ୩. ଖରା; ରୌଦ —୨. Sun's rays; sunshine.
- ୪. ଗରମି; ଗ୍ରୀଷ୍ମ —୪. Warmth; beat.
ଶୀତ ବରଷା ଘର୍ମ୍ମ ଦୁଃଖ ସହି ଆତ୍ମଙ୍କୁ ଦ୍ୟନ୍ତି ସୁଖ—ଜଗନ୍ନାଥ ଭାଗବତ
- ୫. ଗ୍ରୀଷ୍ମକାଳ —୫. Summer (season).
ଏ ଘର୍ମ୍ମ କାଳେ ଏ ବନସ୍ତେ ତଷାର୍ତ୍ତ ହୋଇତୁ ସମସ୍ତେ—ଜଗନ୍ନାଥ ଭାଗବତ
- ୬. ଗରମ ଦିନ; ଯେଉଁ ଦିନ ଭାରି ଉତ୍ତାପ ଅନୁଭୁତ ହୁଏ — ୬. A hot day.
- ୭. ଭୂମିରେ ହାଣ୍ଡିପରି ଖୋଳାଯାଇଥିବା ଗର୍ତ୍ତ — ୭. A hole dug in the earth in the shape of a cauldron.
- ୮. ଗୋଦୁଗ୍ଧ —୮. Cow's milk.
- ୯. ରସ —୯. Juice.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉଷ୍ଣ; ଉତପ୍ତ —Warm; hot.