Jump to content

ଘର୍ମାନ୍ତକାମୁକୀ

ଉଇକିଅଭିଧାନ‌ରୁ

ଘର୍ମାନ୍ତକାମୁକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୭ମୀ ତତ୍; ଘର୍ମାନ୍ତ+କାମୁକୀ)

[ସମ୍ପାଦନା]

ବକ; ବଳାକା —The heron.

[ଦ୍ରଷ୍ଟବ୍ୟ —ବର୍ଷାଋତୁ ବକମାନଙ୍କର ଋତୁକାଳ ବା ସଙ୍ଗମସମୟ]