ଘର୍ଷକପଦୀ
ଯେ ପଦର ନଖଦ୍ୱାରା ଭୂମି କର୍ଷଣ କରେ; ନଖଦ୍ୱାରା ଭୂମି ଖୋଳିବା ପକ୍ଷିଜାତି; (ଯଥା— କୁକ୍କୁଟ, ମୟୂର, ତିତ୍ତିର ପ୍ରଭୃତି) —The Razores; gallinaceous birds (e.g. peacock; domestic fowl).