Jump to content
- ୧. ପିଷ୍ଟ —୧. Pressed.
- ୨. ଯାହା ଘଷା ହୋଇ ଅଛି — ୨. Rubbed; brushed.
- ୨. ପାଲିସ୍ କରାଯାଇ ଥିବା — ୨. Polished; cleaned.
- ୩. ଯହିଁରେ ଘର୍ଷଣ ଚିହ୍ନ ପଡ଼ିଅଛି — ୩. Having marks of abrasion.
- ୪. ଚୂରା ଯାଇଥିବା —୪. Pounded; ground.
- ୫. ବଟା ହୋଇଥିବା —୫. Bruised.