ଘର ଉଜାଡ଼ିବା
ଦେଖଣା
ଘର ଉଜାଡ଼ିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘର ଉଜାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଯତ୍ନ ଓ ଜୀର୍ଣ୍ଣସଂସ୍କାର ଅଭାବରୁ ଘରକୁ ଖିନିଖରାପ ବା ନଷ୍ଟ କରିବା — ୧. To let a house go to ruins for want of proper care or repairs.
- ୨. ଅପବ୍ୟୟ ଓ ଦାନଦ୍ୱାରା ଗୃହକୁ ଶୂନ୍ୟ କରିବା —୨. To make one's house empty by squandering or gifts.