ଘର କଉଡ଼ି
ଦେଖଣା
ଘର କଉଡ଼ି
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘର କଉଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନିଜର ଧନ —୧. One's money.
(ଯଥା—ଚାକର ଚାକରାଣୀ ରଖିଲେ ଘରକଉଡ଼ି ପର ଖାଇଯିବ, ଏହି ଲିହାଜରେ ସାଆନ୍ତାଣୀ ପରପୁଅକୁ ଚାକର ରଖନ୍ତି ନାହିଁ)
- ୨. ଗୃହରେ ଗଚ୍ଛିତ ଥିବା ଧନ —୨. Money kept in a house; family-hoard.
- ୩. ଯେଉଁ ଧନ ନିଜର ଘରକୁ ଆସିବା ଉଚିତ — ୩. Money which should properly come to a family.
(ଯଥା—ମୋ ପୁଅ ଚାକିରି ଖଣ୍ଡି ପାଇଥିଲେ ଘରକଉଡ଼ି ପର ଖାଇ ନ ଥାନ୍ତେ)