ଘର କରିବାକୁ ଯିବା
ଦେଖଣା
ଘର କରିବାକୁ ଯିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - କ୍ରିୟାପଦ -
[ସମ୍ପାଦନା](ବିବାହିତା କନ୍ୟା) ବୟଃପ୍ରାପ୍ତା ହୋଇ ନିଜ ସ୍ୱାମୀଙ୍କ ସଙ୍ଗେ ଦାମ୍ପତ୍ୟ— ଜୀବନ ଯାପନ କରିବା ନିମନ୍ତେ ପ୍ରଥମେ ଶାଶୁଘରକୁ ଯିବା; ପହିଲିପାଳି ଯିବା — (a married girl) To go to her husband's house for the first time to live with her husband after attaining puberty.