ଘର ଚଳାଇବା
ଦେଖଣା
ଘର ଚଳାଇବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୃହର କାର୍ଯ୍ୟକର୍ମ ନିର୍ବାହ କରିବା — ୧. To conduct a household; to manage the domestic affairs.
- ୨. ପରିବାରର ନିତ୍ୟ ଆବଶ୍ୟକ ବ୍ୟୟ ନିର୍ବାହ କରିବା ବା ଅଭାବ ପୂରଣ କରିବା —୨. To meet the daily expenses and want of a family.