ଘର ଭାଙ୍ଗିବା
ଦେଖଣା
ଘର ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତିଆରି ହୋଇଥିବା ଘରକୁ ଭାଙ୍ଗିଦେବା — ୧. To dismantle a house.
- ୨. ପରିବାରରେ ଅଶାନ୍ତି ଜନ୍ମାଇବା — ୨. To cause dessension in a family.
ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) (କୌଣସି ବ୍ୟକ୍ତିର)
[ସମ୍ପାଦନା]ପରିବାରଗତ ସମୃଦ୍ଧିଶୃଙ୍ଖଳା ଓ ଶାନ୍ତି ଏକାବେଳକେ ନଷ୍ଟ ହୋଇଯିବା — The ruin of a family.