ଘଲ୍ ଖେଲ୍
ଦେଖଣା
ଘଲ୍ ଖେଲ୍
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ପ୍ରାଦେଶିକ - (ସମ୍ୱଲପୁର; ତୁଳ. ହିନ୍ଦୀ - ଘଲ୍ନା=ଫିଙ୍ଗାଯିବା; ଟେକା ଆଦି ମରାଯିବା) ବିଶେଷ୍ୟ -
[ସମ୍ପାଦନା]ଗୋଟିଏ କାଠି ଉପରେ ବା ତଳେ କେତେଗୁଡ଼ିଏ ସାନ କଉଡ଼ି ଧାଡ଼ି କରି ରଖି ଆଉ ଗୋଟିଏ ବଡ଼ କଉଡ଼ି (ଘେଗା)କୁ ଖଣ୍ଡଦୂରରୁ ଗୋଟିଏ ଲେଖାଏଁ ସାନ କଉଡ଼ିକୁ ଲକ୍ଷ କରି ଫିଙ୍ଗି ଉକ୍ତ କଉଡ଼ିମାନଙ୍କୁ ସ୍ଥାନଚ୍ୟୁତ କରିବା ଖେଳ — A kind of indoor game consisting of arranging a number of small cowries in a row on or below a long piece of wood and then trying to dislocate them one by one by aiming with a bigger cowrie from a distance.