Jump to content

ଘଳଘଳିଆ

ଉଇକିଅଭିଧାନ‌ରୁ

ଘଳଘଳିଆ

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପୂଜ ଭର୍ତ୍ତି ହୋଇଥିବା (ବ୍ରଣ) — ୧. Filled with pus (boil).

(ଯଥା—ଏ ବଥାଟା ପାଚି ଘଳଘଳିଆ ହେଲାଣି)

୨. ହୁଗୁଳା; ଗଳଗଳିଆ; ଶ୍ଳଥ —୨. Loose.

(ଯଥା—ରୋଗରେ ତା ଦେହ ଶୁଖି ଯିବାରୁ ଖଡ଼ୁ, ପାହୁଡ଼ ଘଳଘଳିଆ ହୋଇଛି)