Jump to content

ଘଷାଘଷି

ଉଇକିଅଭିଧାନ‌ରୁ

ଘଷାଘଷି

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ ଧାତୁ)

[ସମ୍ପାଦନା]
୧. ବହୁବାର ଘଷିବା କର୍ମ; ଘର୍ଷଣ —୧. Acts of rubbing.
୨. ଅନ୍ୟୋଽନ୍ୟରେ ଘର୍ଷଣ —୨. Rubbing together; rubbing with each other.
୩. ଅଙ୍ଗ ସଂବାହନ; ହାତଗୋଡ଼ ଘଷି ହେବା କର୍ମ — ୩. Rubbing of the body; massage.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପରସ୍ପର ଘର୍ଷିତ —୧. Rubbed with each other.
୨. ପରସ୍ପର ଲଗାଲଗି — ୨. Pressing against each other.