ଘଷାପଥର
ଦେଖଣା
ଘଷାପଥର
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛୁରୀ, କତୁରୀ, ଲିହଣ ଆଦି ଯନ୍ତ୍ରର ଦାଢ଼ ଘଷି ଉକ୍ତ ଯନ୍ତ୍ରମାନଙଅକୁ ଦାଢ଼ୁଆ କରିବା ପାଇଁ ବ୍ୟବହୃତ ପଥରବିଶେଷ —୧. Grindstone.
- ୨. ଗାଧୋଇବାବେଳେ ତଳିପା ଓ ତଳିପାର କଡ଼କୁ ଘଷି ମଳିଚମକୁ ପରିଷ୍କାର କରିବାପାଇଁ ଗାଧୁଆ ଯାଗାରେ ବା ପୋଖରୀତୁଠରେ ଯେଉଁ କନ୍ଦାପଥର ପଡ଼ିଥାଏ —୨. A slab of sandstone on which the sole is rubbed at the time of bathing.
ଏ ଯୋଷା ଚରଣ ଘଷାପଥରକୁ କୋହିବେଟି କେହି ସରି—ରାଧାନାଥ. ଯଯାତି