Jump to content

ଘଷାପାଣି

ଉଇକିଅଭିଧାନ‌ରୁ

ଘଷାପାଣି

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ+ପାନୀୟ)

[ସମ୍ପାଦନା]
୧. ମସଲାମିଶ୍ରିତ ସୁପେୟ ଜଳ; ଯେଉଁ ପାଣିରେ ଜାଇଫୁଳ, ଚନ୍ଦନ ଇତ୍ୟାଦି ଘଷା ହୋଇ ମିଶା ଯାଇଥାଏ —୧. Spiced drink prepared by mixing bruised nutmeg and sandal-paste with water.

ଦ୍ୱିଜମାନଙଅକର ଭୋଜନ ସମର୍ପିଲେ ଲବଙ୍ଗ ଜାଇଫଳ ଘଷାପାଣି ଦେଲେ—କୃଷ୍ଣସିଂହ. ମହାଭାରତ. ସଭା

୨. ଭାଙ୍ଗ (ଦେଖ) - ୨. Bhāṅga (See)