Jump to content

ଘଷାବିଞ୍ଚା

ଉଇକିଅଭିଧାନ‌ରୁ

ଘଷାବିଞ୍ଚା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର୍ଷଣ+ବ୍ୟଜନ)

[ସମ୍ପାଦନା]

କ୍ଳାନ୍ତି ବା ମୂର୍ଚ୍ଛା ଅପନୋଦନାର୍ଥ ଅନ୍ୟ ବ୍ୟକ୍ତିର ଶରୀରକୁ ହାତଦ୍ୱାରା ଘଷିବା ଓ ପଙ୍ଖାଦ୍ୱାରା ବିଞ୍ଚିବା — Rubbing the limbs and fanning a person to assuage pain or languor.