ଘଷିଗୋଟେଈ
ଦେଖଣା
ଘଷିଗୋଟେଈ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - ବିଶେଷଣ - ସ୍ତ୍ରୀ. (ଗାଳ)
[ସମ୍ପାଦନା]ଯେଉଁ ସ୍ତ୍ରୀ ଦାଣ୍ଡରୁ, ପଡ଼ିଆରୁ ଓ ବିଲରୁ ଗୋବର ଗୋଟାଇ ସେହି ଗୋବରରେ ଘଷି ପାରି ଉକ୍ତ ଘଷିକୁ ବିକି ଜୀବିକା ଅର୍ଜନ କରେ — (a term of abuse) A woman who picks up the leavings of cattle from fields and roads and after turning them into cowdung-cakes earns her living by selling them.