Jump to content

ଘଷିପାଡ଼ିବା

ଉଇକିଅଭିଧାନ‌ରୁ

ଘଷିପାଡ଼ିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଗୋବର ଓଦା ଥିବା ଅବସ୍ଥାରେ ତାକୁ ଚକଟି ହାକତରେ ପିଠା ପରି ବଳି ତାହା ଖରାରେ ଶୁଖିବା ପାଇଁ ଭୂମିରେ ବା କାନ୍ଥରେ ଥାପିବା — To lay cow-dung cakes on the ground or wall for being dried up by the sun.