ଘଷିଫଡ଼ା
ଶୁଷ୍କ ଘଷିର ଚକଟା ଖଣ୍ଡ —A dried flake or piece of cow-dung cake.
ପଡ଼ୁଶୁଣୀ ଘର ପିଠା ଦେଖି ମନ ରବେଇ ଖବେଇ ଘଷିଫଡ଼ା ଖଣ୍ଡେ ହାତରେ ଧରି ଭଡ଼ ଭଡ଼ ଚୋବେଇ ଢଗ