ଘଷି ମାଜି ହେବା
ନିଜର ଦେହ ବା ଅଳଙ୍କାରାଦିକୁ ଉତ୍ତମରୂପେ ଘଷି ପରିଷ୍କାର କରିବା — To cleanse one's body or ornaments by rubbing or scouring.
ଯେତେ ହୋଇ ଯାଇଥିଲେ ଘଷି ମାଜି—ରାଧାନାଥ. ଦରବାର