Jump to content

ଘଷି ହେବା

ଉଇକିଅଭିଧାନ‌ରୁ

ଘଷି ହେବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରି. ସଂସ୍କୃତ - (ଘୃଷ ଧାତୁ)

[ସମ୍ପାଦନା]

ଅନ୍ୟ ବ୍ୟକ୍ତି ବା ବସ୍ତୁ ଦେହରେ ଆପଣା ଅଙ୍ଗକୁ ଘର୍ଷଣ କରିବା — ୧. To rub one's body against a thing or another's body.

୨. (ଘଷିବା କ୍ରିୟାର କର୍ମବାଚ୍ୟ) ଘର୍ଷିତ ହେବା — ୨. (passive voice of Ghashibā) To be rubbed.