Jump to content

ଘସିଆ

ଉଇକିଅଭିଧାନ‌ରୁ

ଘସିଆ

ଉଚ୍ଚାରଣ

[ସମ୍ପାଦନା]
(file)
(ଘସିଏନ୍—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ପୁଂ. (ସଂସ୍କୃତ - ଘାସ; ତୁଳ. ହିନ୍ଦୀ - ଘସିୟାର୍)

[ସମ୍ପାଦନା]

ଘାସି; ପାଣ ଆଦିଙ୍କ ପରି ନୀଚ ଅସ୍ପୃଶ୍ୟ ଜାତିବିଶେଷ — A low caste of Hindus (who mow grass for horse).

[ଦ୍ରଷ୍ଟବ୍ୟ —ଏମାନେ ଘୋଡ଼ାଙ୍କ ପାଇଣ ଘାସ ଛେଲନ୍ତି ଓ ବିକନ୍ତି]