ଘସ୍ରନାଥନନ୍ଦନା

ଉଇକିଅଭିଧାନ‌ରୁ

ଘସ୍ରନାଥନନ୍ଦନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. [୬ଷ୍ଠୀ ତତ୍; ଘସ୍ରନାଥ (ସୂର୍ଯ୍ୟ)ଙ୍କ କନ୍ୟା][ସମ୍ପାଦନା]

ଯମୁନା — The river J̄amunā

ଘସ୍ରନାଥନନ୍ଦନା ଅନାଭଣିକି ମନା କରୁ ଯେ ଥାଉଁ ହଟି ଚାହିଁଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଘ ଗାତ