ଘାଇ
ଦେଖଣା
ଘାଇ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘାତି)
[ସମ୍ପାଦନା]- ୧. ନଦୀ ବା ପୁଷ୍କରିଣୀର ବନ୍ଧ ଭାଙ୍ଗିଯାଇ ଯେଉଁ ପାଣିବାଟ ମେଲା ହୋଇଯାଏ; ଜଳନିର୍ଗମପଥ — ୧. Opening in a bank through which water flows out; a breach in a dam.
- ୨. (ଯେଉଁ ଅଂଶ ପ୍ରଥମେ ଜଳକୁ ଆଘାତ କରେ) ମଥାଭଉଁରି ଜାଲର ଅଗ ବା ମୁହଁ — ୨. The mouth of a circular casting net.
- ୩. ଘରା (ଦେଖ) - ୩. Gharā (See)
ପ୍ରାଦେଶିକ - (ଗଞାମ) ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ଧ ପକାଇ ପାହାଡ ବା ଉଚ୍ଚ ଭୂମିରୁ ଗଡ଼ି ଆସୁଥିବା ପାଣିକି ଅଟକାଇ ରଖିବାଦ୍ୱାରା ଗଠିତ ବଡ଼ ପୁଷ୍କରିଣୀ —୧. A big tank formed by restraining the rain water flowing from a hill or high ground by putting a dam.
- ୨. ଠକାମି; ଧପ୍ପା —୨. Cheating; fraud.
- ୩. (ସମ୍ୱଲପୁର) ଜଳ ଯିବା ଆସିବା ନିମନ୍ତେ ପୟଃପ୍ରଣାଳୀ — ୩. Water-channel.
- ୪. ବନ୍ଧରେ କଟା ଯାଇଥିବା ଖାଲ — ୪. A hole cut in an embankment.