ଘାଉଆ
ଦେଖଣା
ଘାଉଆ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଘାତ)
[ସମ୍ପାଦନା]୧ : କ୍ଷତଯୁକ୍ତ; ଆହତ; କ୍ଷତବିକ୍ଷତ — ୧. Wounded
୨ : ଯେଉଁ ଜନ୍ତୁ ଶର ବା ବନ୍ଧୁକଗୁଳିଦ୍ୱାରା ଆହତ ହୋଇଥାଏ ଅଥଚ ମରି ନ ଥାଏ — ୨. (an animal) Pierced or wounded by an arrow or a bullet (but not yet killed).
ଘାଉଆ ହୋଇ ଯେତେ ହାତୀ ଥିଲେ ଶୋଇ ତେତେକଙ୍କୁ ହାତୀ ଚକଟି ଦେଲା ଯାଇଁ କୃଷ୍ଣସିଂହ. ମହାଭାରତ. ଦ୍ରୋଣ