Jump to content

ଘାଗୁଡ଼ି

ଉଇକିଅଭିଧାନ‌ରୁ

ଘାଗୁଡ଼ି

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର୍ଘର)

[ସମ୍ପାଦନା]
୧. ଅଳଙ୍କାରରୂପେ ବ୍ୟବହୃତ କ୍ଷୁଦ୍ର ଘଣ୍ଟି ବା ଘୁଂଗୁର —୧. Tinkling small bells (used as ornament).

 : ପାଦଭୂଷଣବିଶେଷ —୨. A tinkling anklet.

ସେମାନଙ୍କର ପାଦ ଘାଗୁଡି ଶବଦେ, ମଦନ—ରାଜ କାଣ୍ଡ ସବୁରି ଅଙ୍ଗେ ଭେଦେ କୃଷ୍ଣସିଂହ. ମହାଭାରତ. ଆଦିପର୍ବ

୩. କଟିଭୂଷଣବିଶେଷ — ୩. A tinkling waist-chain.