ଘାଗୁଡ଼ି ମାଳ
ବେକରେ ପିନ୍ଧିବା ଯୋଗ୍ୟ ଏକ— ପ୍ରକାର ହାର —A kind of necklace used in Ganjam.
ବଳାଗଣ୍ଠିରେ ପିନ୍ଧାଯିବା ଅନେକଗୁଡିଏ ଘୁଂଗୁର ଗୁନ୍ଥା ହୋଇଥିବା ମାଳ —A string of tinkling bells strung for the ankle.