Jump to content

ଘାଟପାରି

ଉଇକିଅଭିଧାନ‌ରୁ

ଘାଟପାରି

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଘାଟରେ ପାରି ହେବା ନିମନ୍ତେ ପଥିକମାନେ ଦେବା ଶୁଳ୍କ —Ferry-hire.
୨. ନଦୀ ପ୍ରଭୃତିକୁ ଡଙ୍ଗାଦ୍ୱାରା ଉତ୍ତୀର୍ଣ୍ଣହେବା — ୩. Crossing of a river by boat.