ଘାଟବାଟ
ଦେଖଣା
ଘାଟବାଟ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଘାଟ ବାଟରେ ଜଗିବା କୌତୁକ — ୧. The diversion of watching people passing along roads and ferries.
କାହିଁ ଲଗାଇଛନ୍ତି ଘାଟବାଟ, କାହିଁ ଦୂତୀ ସଙ୍ଗେ କରନ୍ତି କଣ୍ଟ—ପ୍ରାଚୀ ପରଚେଗୀତା
- ୨. (ଭିନ୍ନାର୍ଥବୋଧକ ସହଚର)—ବାଟଘାଟ (ଦେଖ) - ୨. Bāṭaghāṭa (See)