ଘାଟିକା
ଦେଖଣା
ଘାଟିକା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘାଟ+କ+ଆ; କିମ୍ୱା; ଘଟ+ଇକ+ଆ)
[ସମ୍ପାଦନା]- ୧. ଘଣ୍ଟା ବଜାଇବା ବ୍ୟକ୍ତି —୧. Bellringer.
- ୨. ଧାତୁର ଗଛ —୨. The Thorn-apple plant.
- ୩. ଭାଟ —୩. A bard; panegyrist.
- ୪. ବେକର ଗଛ (ହିନ୍ଦୀ - ଶବ୍ଦସାଗର) — ୪. The back of the neck.
ସଂସ୍କୃତ - ବିଶେଷ୍ୟ - (ଘାଟ+କ+ଆ)
[ସମ୍ପାଦନା]ଘାଟ —Ferry.