Jump to content

ଘାଟ ଭିଡ଼ିବା

ଉଇକିଅଭିଧାନ‌ରୁ

ଘାଟ ଭିଡ଼ିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ଜାହାଜିଆ ଭାଷା)

[ସମ୍ପାଦନା]

ନୌକା ବା ଜାହାଜ ଆସି ଘାଟରେ ଲାଗିବା — (nautical) (a boat or ship) To reach or touch at a landing place.

ପୂର୍ଣ୍ଣିମା କଟାଳ ଜୁଆର ବେଳାରେ କମଳା ପ୍ରସାଦ ଘାଟ ଭଡ଼ିବା ଫକୀରମୋହନ. ଗଳ୍ପସ୍ୱଳ୍ପ