Jump to content

ଘାଣ୍ଟିଆ

ଉଇକିଅଭିଧାନ‌ରୁ

ଘାଣ୍ଟିଆ

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଘଟ୍ଟ ଧାତୁ)—ଶସ୍ୟବିଶେଷ — ୧. Name of a grain.
୨. (ସଂସ୍କୃତ - ଘଣ୍ଟ) ଘାଣ୍ଟ ତରକାରି (ଦେଖ) - ୨. Ghāṇṭa tarakāri (See)
୩. ବହୁ ଦ୍ରବ୍ୟ ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ — ୩. Hotchpotch.

ଭୌରବୀର ଭୋଗଯୋଗ୍ୟ ବୀଭସ୍ଥ ଘାଣ୍ଟିଆ ରାଧାନାଥ. ମହାଯାତ୍ରା

ବିଶେଷ୍ୟ -

[ସମ୍ପାଦନା]

ଗୋଳିଆ; ମିଶ୍ରିତ —Well mixed; well stirred.