Jump to content

ଘାଣ୍ଟିକ

ଉଇକିଅଭିଧାନ‌ରୁ

ଘାଣ୍ଟିକ

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ - (ଘଣ୍ଟ+ବାଦନାର୍ଥେ. ଇକ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଦେବାଳୟରେ ଘଣ୍ଟ ବଜାଏ; ଘଣ୍ଟୁଆ — ୧. Bell-ringer in a temlple.
୨. ଧାତୁରା ଗଛ —୨. The Thorn-apple plant.
୩. ବୈତାଳିକ; ସ୍ତୁତିପାଠକ — ୩. Chanter of hymns or panegyrics.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଘଣ୍ଟା ବାଦନକାରୀ — Ringing a bell or gong.