Jump to content

ଘାତକ

ଉଇକିଅଭିଧାନ‌ରୁ

ଘାତକ

ଉଚ୍ଚାରଣ

[ସମ୍ପାଦନା]
(file)
(ଘାତିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ହନ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ହତ୍ୟାକାରୀ —୧. Killing; destroying.
୨. ପ୍ରହାରକାରୀ —୨. Striking; beating.

ବିଶେଷ୍ୟ - ପୁ.

[ସମ୍ପାଦନା]
୧. ହତ୍ୟାକାରୀ ବ୍ୟକ୍ତି —୧. Murderer; assassin.
୨. ଶତ୍ରୁ (ହିନ୍ଦୀ - ଶବ୍ଦସାଗର) —୨. Enemy.
୩. ଜ୍ୟୋତିଷ ମତରେ ଯେଉଁ ଯୋଗ କୌଣସି ବ୍ୟକ୍ତିର ମୃତ୍ୟୁ ଘଟାଏ (ହିନ୍ଦୀ - ଶବ୍ଦସାଗର) —୩. An astrological conjunction of stars or planets which brings about the death of a person.
୪. ପ୍ରାଣଦଣ୍ଡରେ ଦଣ୍ଡିତ ଅପରାଧୀକୁ ହାଣିବା ପାଇଁ ନିଯୁକ୍ତ ବ୍ୟକ୍ତି —୪. An executioner; a person entrusted with the duty of beheading criminals condemned to death.