ଘାତନ
ଦେଖଣା
ଘାତନ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ହନ୍ ଧାତୁ. ଣିଚ୍= ଘାତି ଧାତୁ+ ଭାବ. ଅନ)
[ସମ୍ପାଦନା]- ୧. ଅନ୍ୟଦ୍ୱାରା ବଧ କରାଇବା — ୧. Causing murder through others; having a person murdered or assassinated.
- ୨. (ହନ ଧାତୁ+ ଭାବ. ଅନ)—ବଧ; ହତ୍ୟା — ୨. Slaughter.
- ୩. (ହନ ଧାତୁ+ କର୍ତ୍ତୃ. ଅନ)—ହତ୍ୟାକାରୀ ବ୍ୟକ୍ତି — ୩. Murderer.
- ୪. ଅନ୍ୟଦ୍ୱାରା ଆଘାର କରାଇବା — ୪. Causing others to beat a person.
- ୫. (+ କରଣ. ଅନ—ପ୍ରହାରସାଧନ ଅସ୍ତ୍ର — ୫. A weapon of offence.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଘାତକ (ଦେଖ) - Ghāṭaka (See)