Jump to content

ଘାତାବେଶ

ଉଇକିଅଭିଧାନ‌ରୁ

ଘାତାବେଶ

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘାତ+ ଆବେଶ)

[ସମ୍ପାଦନା]

(ଗଣିତ) ରାଶିରେ ଘାତଚିହ୍ନ (ବର୍ଗ ବା ଘନଚିହ୍ନ) ଯୋଖିବା ପ୍ରକ୍ରିୟା — (mathematics) Involution.

[ଦ୍ରଷ୍ଟବ୍ୟ —କୌଣସି ରାଶି ଧାରାବାହିକରୂପେ ସେହି ରାଶିଦ୍ୱାରା ଗୁଣିତ ହେଲେ ଗୋଟିଏ ଗୋଟିଏ ରାଶି ଉତ୍ପନ୍ନ ହୁଏ; ଯେଉଁ ପ୍ରକ୍ରିୟାଦ୍ୱାରା ଏହି ରାଶିମାନ ଉତ୍ପନ୍ନ ହୁଏ ତାହାର ନାମ ଘାତାବେଶ]